ସଂକ୍ରମିତ ହୋଇନଥିବା ବ୍ୟକ୍ତି କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟର ସମୁଖୀନ

ମୁମ୍ବାଇ : କେବେ ବି କରୋନା ସଂକ୍ରମିତ ହୋଇନଥିବା ବ୍ୟକ୍ତି କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟର ସମୁଖୀନ ହେବା ଚିନ୍ତା ବଢ଼ାଇଛି। ମୁମ୍ବାଇରେ ଏଭଳି ଅନେକ ମାମଲା ଦେଖିବାକୁ ମିଳିଛି। ମୁମ୍ବାଇରେ କିଛି ରୋଗୀ କରୋନା ସଂକ୍ରମିତ ହୋଇନଥିଲେ ମଧ୍ୟ ସେମାନଙ୍କଠାରେ କରୋନା ପରବର୍ତ୍ତୀ ସ୍ୱା‌ସ୍ଥ୍ୟ ସମସ୍ୟା ଦେଖା‌ଦେଇଛି। ମୁମ୍ବାଇର ଜଣେ ୬୦ ବର୍ଷୀୟ ବୃଦ୍ଧ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନେଇ … Continue reading ସଂକ୍ରମିତ ହୋଇନଥିବା ବ୍ୟକ୍ତି କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟର ସମୁଖୀନ